Sunday, 8 February 2026

କରୁଣା ବରୁଣାଗାର ରୁକ୍ମଣୀ ହୃଦୟ ବାସୁଦେବ

କରୁଣା ବରୁଣାଗାର ରୁକ୍ମଣୀ ହୃଦୟ ବାସୁଦେବ ବ୍ରହ୍ମଦାରୁ ଛନ୍ଦା ଚରଣ ଧୂଳି ରେଣୁ ରେଣୁ ସୁଧା କରୁଣା ବରୁଣାଗାର ରାଧା ରାଣୀ ଚିତ୍ତ ଚୋର ବୈଷ୍ଣବ ପ୍ରସାଦରେ ଲାଭ ହରଇ ଭଵ ବାଧା

No comments:

Post a Comment