Wednesday, 11 February 2026

ହିରଣ୍ୟ କଶିପୁ ବିଶ୍ରବା ସୁତକୁ ବଧିଲ

ହିରଣ୍ୟ କଶିପୁ ବିଶ୍ରବା ସୁତକୁ ବଧିଲ ଚତୃ ମୁଖ ବ୍ରହ୍ମା ଇନ୍ଦ୍ର ଗରବକୁ ଗଞ୍ଜିଲ ଭବ ଭୟରେ କମ୍ପୁଥିଲା ପିଣ୍ଡ ପରାଣ ଆଶ୍ରିତ ଜନକୁ ଅଭୟ ପଞ୍ଜୁରୀ ହେଲ

No comments:

Post a Comment