A flower with 4 petals
Friday, 13 February 2026
ଋକ୍ମଣୀ ହୃଦୟ କରୁଣା ସମୁଦ୍ର ବୋଲି ହୁରି ପଡୁଛି
ଋକ୍ମଣୀ ହୃଦୟ କରୁଣା ସମୁଦ୍ର ବୋଲି ହୁରି ପଡୁଛି ଦର୍ଶନରୁ ବଞ୍ଚିତ କଲେ କହିବି କଲ ହେ ଉପେକ୍ଷା ପାଞ୍ଚ ଭୂତରେ ମିଶିଯିବା ଆଗରୁ ଥରୁଟିଏ ଛୁଇଁବି ସଂସାରେ ଆଉ କେ ଏଡ଼େ ଉଦାର ତୁମ୍ଭ ଅପେକ୍ଷା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment