Saturday, 7 February 2026

ମୋ ମନ ନିରବରେ ଦଣ୍ଡେ ବସେନା

ମୋ ମନ ନିରବରେ ଦଣ୍ଡେ ବସେନା ଆତ୍ମା ଦେଖିଥାନ୍ତା କୃଷ୍ଣଙ୍କୁ ନୟନ ଭରି ମୋ ମନ ଭରପୁର ବହୁତ କପଟରେ ଆତ୍ମା ନାଚିଥାନ୍ତା କୃଷ୍ଣଙ୍କୁ ହୃଦରେ ଧରି

No comments:

Post a Comment