Tuesday, 10 February 2026

ମୋହ ମୁଷଳକୁ ଅଷ୍ଟାଙ୍ଗ ଯୋଗ ଅତି ସବଳେ ଘଷନ୍ତେ

ମୋହ ମୁଷଳକୁ ଅଷ୍ଟାଙ୍ଗ ଯୋଗ ଅତି ସବଳେ ଘଷନ୍ତେ ନିଃଶେଷ ଯାହାଟି ରହିଗଲା ସେହିଟି ହେଲା ବ୍ରହ୍ମ ଅସ୍ତ୍ର ସେହି ବ୍ରହ୍ମ ଅସ୍ତ୍ର ଷଢ଼ ଚକ୍ର ଭେଦି ଯାହା ଚରଣ ଚୁମିଲା ବଂଶୀଧର ବନମାଳୀ ରାଧା ଚିତ୍ତ ଚୋର କମଳ ନେତ୍ର

No comments:

Post a Comment