Saturday, 7 February 2026

କେମିତି ଡାକିଲେ ଶୁଣିବ ହେ ରୁକ୍ମଣୀ ହୃଦୟ ବ୍ରହ୍ମଦାରୁ

କେମିତି ଡାକିଲେ ଶୁଣିବ ହେ ରୁକ୍ମଣୀ ହୃଦୟ ବ୍ରହ୍ମଦାରୁ ମୋର ଏନ୍ତୁଡ଼ି ଶାଳରୁ ଶଶ୍ମାନ ଯାତ୍ରା ପଥ ସରି ଆସୁଅଛି କେମିତି ଏହି ହୃଦପଦ୍ମରେ ଥରେ ଛନ୍ଦା ପାଦ ନ ପଡିଲା ରାମ ଚରିତ ମାନସ ଚନ୍ଦନ ଅର୍ଗଳୀ ତୁଳସୀ ସେବୁଅଛି

No comments:

Post a Comment