Wednesday, 4 February 2026

ତୁହି ମୋ ମାଆ ଅଯୋଧ୍ୟା ଶ୍ରୀରାମ ଘରଣୀ

ତୁହି ମୋ ମାଆ ଅଯୋଧ୍ୟା ଶ୍ରୀରାମ ଘରଣୀ ତୁହି ମୋର ମାଆ କ୍ଷୀରସିନ୍ଧୁ ସୁତା କମଳା ତୁହି ମୋର ମାଆ ଦ୍ୱାରିକା ଗୋବିନ୍ଦ ହୃଦୟ ତୁହି ମୋ ମାଆ ଶ୍ରୀକ୍ଷେତ୍ର ମହାପ୍ରସାଦ ଖଳା

No comments:

Post a Comment