Friday, 6 February 2026

ମୁହିଁ ପାତକୀ ଅଜ୍ଞାନ ଅଧମ ଅନ୍ଧଟିଏ

ମୁହିଁ ପାତକୀ ଅଜ୍ଞାନ ଅଧମ ଅନ୍ଧଟିଏ ହେ ବଂଶୀଧର ତୁହି ମୋ ଆଶା ବାଡ଼ି ମନର ଇଛା ପାପ ପଙ୍କରେ ବୁଡ଼ିବାକୁ ମୁଁ ବୃନ୍ଦାବନ ଯାତ୍ରୀ ହାତ ଧରିଥା ଭିଡି

No comments:

Post a Comment