Saturday, 14 February 2026

ନୟନ ଗୋଟିଏକୁ ତାଙ୍କ ରୂପ ଗୋଟିଏ

ନୟନ ଗୋଟିଏକୁ ତାଙ୍କ ରୂପ ଗୋଟିଏ ମନ ଗୋଟିଏକୁ ଅନୁଭବ ଅତି ନିଆରା ଚକାଡୋଳା ଥରେ ଆଖି ମାରିଦେଲେ ଖୋକର ବୁଢା ବୁଢ଼ୀବି ହୁଅନ୍ତି କୁଆଁରା

No comments:

Post a Comment