Friday, 3 July 2026

ତୁମ୍ଭ ଇଚ୍ଛା ,ମୋ ଇଚ୍ଛା ମହାବାହୁ ତୁମ୍ଭ ଛନ୍ଦା ଚରଣେ ଶରଣ ବାଞ୍ଛା ଇନ୍ଦ୍ରିୟ ବିକାର ମିଶି ଲୁଟିନେଲେ ହେ ବ୍ରହ୍ମଦାରୁ ଏହି ଦୀନକୁ ବଞ୍ଚା

No comments:

Post a Comment