Friday, 3 July 2026

ପଦ୍ମନାଭଙ୍କ ପାଦ ପଦ୍ମ ତୁମ୍ଭ କରାଞ୍ଜୁଳିରେ ମାଆ କମଳା

ପଦ୍ମନାଭଙ୍କ ପାଦ ପଦ୍ମ ତୁମ୍ଭ କରାଞ୍ଜୁଳିରେ ମାଆ କମଳା ନନ୍ଦିଘୋଷ ରଥରେ ବିଶ୍ଵାଧାର ପଦ୍ମନାଭଙ୍କର ଶାନ୍ତାକାର ବୈଷ୍ଣବମାନଙ୍କ ହୃଦୟ ଭରିବା ପରେ ନିଶ୍ଚିତ ଫେରିବେ ଛନ୍ଦା ପାଦ ଛୁଆଁଇ ଦେବୁ ମାଆ ହୃଦୟରୁ ସରିବ ବିକାର

No comments:

Post a Comment