A flower with 4 petals
Friday, 3 July 2026
ରକ୍ତ କମଳ ତୁମ୍ଭ ଚରଣ ପାଣି ଅଧର ଅଖିଳ ଜନନୀ
ରକ୍ତ କମଳ ତୁମ୍ଭ ଚରଣ ପାଣି ଅଧର ଅଖିଳ ଜନନୀ କମଳା ଶ୍ୱେତ କମଳ ତୁମ୍ଭ ଦେହ ଅଙ୍ଗ ପିନ୍ଧିଲା ଶାଢ଼ୀ ସୂର୍ଯ୍ୟ ଶଶୀ କୁଣ୍ଡଳ ତାରାକେଶୀ ନୀଳ ଗଗନ ଡୋଳା ଶ୍ରୀ ବାସୁଦେବ ଧର୍ମ ପତ୍ନୀ ରୁକ୍ମଣୀ ଛିଣ୍ଡା ମାୟାର କଢି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment