Wednesday, 4 February 2026

ମଙ୍ଗଳ ପ୍ରଭାତରେ ସୁମରଣ କଲି ଅନନ୍ତ ଶୟନ

ମଙ୍ଗଳ ପ୍ରଭାତରେ ସୁମରଣ କଲି ଅନନ୍ତ ଶୟନ ଶ୍ରୀପୁରୁଷୋତ୍ତମ ଦାରୁବ୍ରହ୍ମ ଅଧାଗଢା ଚକାଡୋଳା ସୁଦର୍ଶନ ଉହାଡ କରିଥାନ୍ତୁ ଷଢ଼ ରିପୁଙ୍କ କଟାକ୍ଷରୁ ଧର୍ମ ପଥରେ ଚଳାନ୍ତୁ ମା ମହାଲକ୍ଷ୍ମୀ ମମତା ଅଳା

No comments:

Post a Comment