Wednesday, 4 February 2026

ଅଧମ ଶିର ନ ଛୁଇଁଲା ଶ୍ରୀଗୋଵିନ୍ଦ ଛନ୍ଦା ଚରଣ

ଅଧମ ଶିର ନ ଛୁଇଁଲା ଶ୍ରୀଗୋଵିନ୍ଦ ଛନ୍ଦା ଚରଣ ମର୍ତ୍ୟ ଯାତ୍ରାର ଅନ୍ତକାଳ ଉପସ୍ଥିତ ହେଲାଣି ଆସି ଦି କର୍ଣ୍ଣ ନ ଶୁଣିଲା ମଧୁର ମୋହନ ମୁରଲୀ ସ୍ଵନ ଯମଦୂତ ଭିଡନ୍ତି ପ୍ରାଣ ଗଳାରେ ଲଗାଇଣ ଫାସି

No comments:

Post a Comment