Tuesday, 10 February 2026

ଏହି ଅଭାବୀ ମନରେ କେଡେ ଭାବନା ଦେଲୁ

ଏହି ଅଭାବୀ ମନରେ କେଡେ ଭାବନା ଦେଲୁ ଏହି ପତିତର ସର୍ବସ୍ବ ହୋଇ ଶ୍ରୀକ୍ଷେତ୍ରେ ରହିଲୁ ତୋ ଛନ୍ଦା ଚରଣ ଶବ୍ଦକୁ ନିରନ୍ତର ରଖିଛି ନିଘା ଏ ହୃଦୟ ଚୋରିକରି କେମିତି ପାଶୋରି ଦେଲୁ

No comments:

Post a Comment