Tuesday, 10 February 2026

ସକଳ ମିଛରୁ

ଗାୟତ୍ରୀ ପରିକ୍ରମା କରୁଥିଲା ଚତୃର୍ଦ୍ଧା ମୂର୍ତ୍ତୀ ବ୍ରହ୍ମାନନ୍ଦରେ ଚାହିଁଥିଲି ବିନତା ସୁତ ପଛରୁ ଶ୍ରୀରାମ ଜନକ ନନ୍ଦିନୀ ସୌମିତ୍ରି କୋଦଣ୍ଡ ପ୍ରଭାତରେ ସ୍ମରଣ ରକ୍ଷାକରୁ ସକଳ ମିଛରୁ

No comments:

Post a Comment