Sunday, 15 February 2026

ପରମ ବ୍ରହ୍ମ ସୀତା ପତି ରାମ ନାମ ସତ୍ୟ ହେ

ପରମ ବ୍ରହ୍ମ ସୀତା ପତି ରାମ ନାମ ସତ୍ୟ ହେ ପରମ ବ୍ରହ୍ମ ରାଧା ପତି ହରି ନାମ ସତ୍ୟ ହେ ଅପଲକ କରୁଣା ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବ୍ରହ୍ମଦାରୁ ହେ ପରମାତ୍ମା ଛନ୍ଦା ଚରଣରେ ଚିତ୍ତ ରହେ

No comments:

Post a Comment