Sunday, 15 February 2026

ନାମ ବ୍ରହ୍ମଙ୍କୁ ନିରନ୍ତର ହୃଦୟ ପଦ୍ମରେ ଜପୁଥିଲେ

ନାମ ବ୍ରହ୍ମଙ୍କୁ ନିରନ୍ତର ହୃଦୟ ପଦ୍ମରେ ଜପୁଥିଲେ ଅତି ଦୁର୍ଲଭ ମନୁଷ୍ୟ ଜୀବନ ଅମୃତ ପିଏ ଆକଣ୍ଠ ବୈଷ୍ଣବମାନଙ୍କର ପଛେ ପଛେ ଯାତ୍ରା କରୁଥିଲେ ସ୍ଵଦେହରେ ଜୀବ ଲାଭ କରେ ଶ୍ରୀପତି ବୈକୁଣ୍ଠ

No comments:

Post a Comment