A flower with 4 petals
Wednesday, 4 February 2026
କାହିଁ ନ ଦେଖେ ତୋର ଛାୟା କାୟା
କାହିଁ ନ ଦେଖେ ତୋର ଛାୟା କାୟା ଅନ୍ତର ବାହାରେ ସବୁଠିଁ ତୋର ମାୟା ତୋର ଛନ୍ଦା ଚରଣ ବଢ଼ାଅ ବ୍ରହ୍ମଦାରୁ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ଅସୀମ ତୋର ଦୟା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment