Wednesday, 4 February 2026

ମାଟି ଘଟ ଏହି ମୋର ମର ଶରୀର

ମାଟି ଘଟ ଏହି ମୋର ମର ଶରୀର ତୋ ଲୀଳା କୀର୍ତ୍ତନ କରି ନାଚୁ ଥାଉ ଦର୍ଶନ ଦିଅ କି ନ ଦିଅ ହେ ବ୍ରହ୍ମଦାରୁ ତୋ ସେବକ ପାଦ ସେବି ଦିନ ଯାଉ

No comments:

Post a Comment