Thursday, 5 February 2026

ନିଦ୍ରାରୁ ଉଠ ଉଠ ହେ କମଳା କାନ୍ତ ଚକାଡୋଳା

ନିଦ୍ରାରୁ ଉଠ ଉଠ ହେ କମଳା କାନ୍ତ ଚକାଡୋଳା କମଳ ନୟନ ଦେଖି ଘୁଞ୍ଚି ଯାଉ ଅଜ୍ଞାନ ଅନ୍ଧାର ହେ କରୁଣା ସିନ୍ଧୁ ବଢ଼ା ବଢ଼ା ତୁମ୍ଭ କମଳ ପୟର ତୁମ୍ଭ ଲୀଳା ଚିନ୍ତା କରୁ କରୁ ପଶିଲି ନୀଳ କନ୍ଦର

No comments:

Post a Comment