Thursday, 5 February 2026

ଅମୃତ ଲୀଳା ଶୁଣେ ହୃଦୟରେ ଗୁଣେ

ଅମୃତ ଲୀଳା ଶୁଣେ ହୃଦୟରେ ଗୁଣେ ଥରେ ଆଖିରେ ଦେଖିବାକୁ ଭାରି ଇଛା ତୁମ୍ଭେ ପରା ନାମରେ ସଦା ବାସ କର ସତେ କି ନ ପୁରିବ ମୋର ମନ ବାଞ୍ଛା

No comments:

Post a Comment