Friday, 6 February 2026

ଦେହ ଅନ୍ତପୁରରେ କଳ୍ପନା ରୁପସୀ

ଦେହ ଅନ୍ତପୁରରେ କଳ୍ପନା ରୁପସୀ ବୁଦ୍ଧି ସମେତ ଏଗାର ଇନ୍ଦ୍ରିୟ ଦାସୀ ସଂସାର ବୈରାଗୀ ସାରଥୀ ଉଦାସୀ ଆତ୍ମା ନିରତ ଛନ୍ଦା ଚରଣ ନିବାସୀ

No comments:

Post a Comment