Thursday, 5 February 2026

ଦେହ ବସ୍ତ୍ର ପିନ୍ଧାଇ ମୋହ ରଙ୍ଗ ଲଗାଇ

ଦେହ ବସ୍ତ୍ର ପିନ୍ଧାଇ ମୋହ ରଙ୍ଗ ଲଗାଇ ତୋ ଲୀଳା ଅଭିନୟରେ କରୁଅଛି ବଣା ମୁଁ ତୋର ପରମ ଆତ୍ମୀୟ ହେ ବ୍ରହ୍ମଦାରୁ ରଖ ଛନ୍ଦା ପାଦେ ମାୟା କରି କିଛି ଉଣା

No comments:

Post a Comment