Wednesday, 25 March 2026

ଜନନୀ କମଳା ସଦା ନାରାୟଣଙ୍କ ଅର୍ଘ୍ୟ ଥାଳି

ଜନନୀ କମଳା ସଦା ନାରାୟଣଙ୍କ ଅର୍ଘ୍ୟ ଥାଳି ଏହି ଅଭାଗା ଶିରରେ ଶିଞ୍ଚ ଅଭୟ ପଦ ଧୂଳି ବୈଷ୍ଣବ ଚରଣ ସେବିବାକୁ ଭାରି ମୋ ଇଛା ଏହା ଶ୍ରୀଗୋବିନ୍ଦଙ୍କ ସଂକଳ୍ପ ଆଉ କିବା ଅଳି

No comments:

Post a Comment