Wednesday, 25 March 2026

ସୁନ୍ଦର ରୂପକୁ ଦେଖିବି ବୋଲି

ବାଳ ଗୋପାଳ ରୂପକୁ ଭେଟିବି ବୋଲି ହରି ନାମ ସଙ୍କୀର୍ତ୍ତନ ସ୍ଥଳରେ କଲି ବାସ କମଳା ସେବିତ ଚରଣ ଛୁଇଁବି ବୋଲିକି ବ୍ରହ୍ମଦାରୁ ଅପଲକ କୃପାକୁ କଲି ଭରଷା 🙏🙏🙏

No comments:

Post a Comment