Monday, 30 March 2026

ତୁମ୍ଭଙ୍କୁ ଯିଏ ଯେତେ ବେଶୀ ଝୁରେ ହେ କୃଷ୍ଣ

ତୁମ୍ଭଙ୍କୁ ଯିଏ ଯେତେ ବେଶୀ ଝୁରେ ହେ କୃଷ୍ଣ ତାହା ନୟନରୁ ସେତେ ବେଶୀ ଝରାଅ ଲୁହ ତୁମ୍ଭଙ୍କୁ କେତେ ଯେ ଝୁରି ଝୁରି ମଲା ଶ୍ରୀରାଧା ହେ କାଳିଦଳା ହୃଦୟ ବୋଲି କିଛି ଅଛି କୁହ

No comments:

Post a Comment