Tuesday, 31 March 2026

ଅଧାଗଢାଙ୍କୁ କୁଣ୍ଡାଇଲେ ହୋଇବି ପୂର୍ଣ୍ଣ

ଅଧାଗଢାଙ୍କୁ କୁଣ୍ଡାଇଲେ ହୋଇବି ପୂର୍ଣ୍ଣ ଚୁର୍ଣ୍ଣ ହୋଇବ ଅହଂ ଧ୍ବଂସ ହେବ ବିକାର ରୁକ୍ମଣୀ ବ୍ରହ୍ମଦାରୁ ଛନ୍ଦା ଚରଣରେ ଚିତ୍ତ ସମର୍ପିଲେ ସୁସ୍ଥିର ଆତ୍ମା ଓଁ ଅ ଉ ମକାର

No comments:

Post a Comment