Sunday, 22 March 2026

ବାଡ଼ିରେ ଫୁଟିଲେ ପୁଞ୍ଜା ପୁଞ୍ଜା ମଲ୍ଲୀ

ବାଡ଼ିରେ ଫୁଟିଲେ ପୁଞ୍ଜା ପୁଞ୍ଜା ମଲ୍ଲୀ ଶ୍ୟାମ ହେ ତୁମର ଭାରି କଥା ପଡେ ସକାଳ ଗୁନ୍ଥା ମାଳ ସଞ୍ଜକୁ ମଉଳେ ତୋର ଭାବ ସାଗରରେ ଆତ୍ମା ବୁଡ଼େ

No comments:

Post a Comment