Sunday, 29 March 2026

ପ୍ରଭାତେ ସ୍ମରାମି କ୍ଷମାନିଧି ଲୀଳାନିଧି

ପ୍ରଭାତେ ସ୍ମରାମି କ୍ଷମାନିଧି ଲୀଳାନିଧି ଶ୍ରୀବାସୁଦେବ ପାବନ ବିଧି ପୟୋନିଧି ଯଶୋଦା ନୟନ ପିତୁଳା ଶ୍ରୀରାଧା ନିଧି ମନ ଭ୍ରମର ଚୁମ ଛନ୍ଦା ଚରଣ ନିରବଧି

No comments:

Post a Comment