A flower with 4 petals
Saturday, 28 March 2026
ଆପଣା ମନ ମନ୍ଦିରରେ ଜ୍ଞାନ ଦୀପ ଜଳାଅ
ଆପଣା ମନ ମନ୍ଦିରରେ ଜ୍ଞାନ ଦୀପ ଜଳାଅ ଦେହ ପିଞ୍ଜରାରୁ ଅଜ୍ଞାନ ଅନ୍ଧାର ହେଉ ଦୂର ନିରନ୍ତର ଚିନ୍ତ ଏକା ବ୍ରହ୍ମଦାରୁ ସର୍ବ ଜୀବାତ୍ମା ନୟନ ପଥେ ଭେଟ ପାଇବ ବଂଶୀ ଅଧର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment