Monday, 30 March 2026

ଅଲେଖକୁ କିଏ ଦେଲା ଏଡ଼େ ସୁନ୍ଦର ତୁମ୍ଭ ତନୁ

ଅଲେଖକୁ କିଏ ଦେଲା ଏଡ଼େ ସୁନ୍ଦର ତୁମ୍ଭ ତନୁ କିଏ ଦେଲା ଅଧରରେ ମୋହନ ମଧୁର ବଂଶୀ ସୁଗନ୍ଧ ରାଜ ମାଳା କିଏ ଲମ୍ବାଇଲା ଗଳାରେ ଛନ୍ଦା ଚରଣକୁ ସଦା ଝୁରି ମରଇ ମନ ହଂସୀ

No comments:

Post a Comment