Monday, 30 March 2026

ମୋତେ ଘେରିଛନ୍ତି ଏଗାର ଇନ୍ଦ୍ରିୟ ଷଢ଼ ରିପୁ

ମୋତେ ଘେରିଛନ୍ତି ଏଗାର ଇନ୍ଦ୍ରିୟ ଷଢ଼ ରିପୁ ତୁମ୍ଭଙ୍କୁ ଛାଡ଼ି ଶ୍ରୀଧର ଯଦି ଯିବି ଯିବି କୁଆଡ଼େ ଅଧାଗଢାଙ୍କର ଛନ୍ଦା ଚରଣରେ ପଶି ଯାଆନ୍ତି କମଳ ଆଖି ହେ ଥରେ ଚାହିଁଲନି ମୋ ଆଡେ

No comments:

Post a Comment