Monday, 23 March 2026

ସତ୍ୟ ଶାନ୍ତି ଦୟା କ୍ଷମା ଅହିଂସା ପ୍ରେମ

ସତ୍ୟ ଶାନ୍ତି ଦୟା କ୍ଷମା ଅହିଂସା ପ୍ରେମ ଯାହା ହାତରେ ଟେକିଦିଏ ମା କମଳା ଧନ୍ୟ ତାର ଜୀବନ ଧନ୍ୟ ମର ଦେହ ଭେଟ ମିଳେ ଦୟାକଲେ ଚକାଡୋଳା

No comments:

Post a Comment