Tuesday, 31 March 2026

କଳ୍ପନା ପାଲରେ ପଡିବା ଦିନଠୁଁ

କଳ୍ପନା ପାଲରେ ପଡିବା ଦିନଠୁଁ ଆଉ ଘରକୁ ଫେରି ନାହିଁ ମନ ସୁନା ସଂସାର ମୋ ଉଜୁଡି ଗଲା ମୋତେ ଉଦ୍ଧର ଶ୍ରୀକ୍ଷେତ୍ର ଜହ୍ନ

No comments:

Post a Comment