Tuesday, 31 March 2026

ମୂଳାଧାର ସ୍ୱାଧିଷ୍ଠାନ ଚକ୍ରରେ ଘୁରି ମରୁଛି

ମୂଳାଧାର ସ୍ୱାଧିଷ୍ଠାନ ଚକ୍ରରେ ଘୁରି ମରୁଛି ହେ ଗରୁଡ଼ ସହସ୍ର ଦଳ ପଦ୍ମ ପାଖକୁ ନିଅ ବହୁ କୁଟୁମ୍ବି ଅଶେଷ ଜଞ୍ଜାଳ ହେ ବାସୁକୀ ଅଧାଗଢାଙ୍କର ପାଦକୁ ଥରେ ଛୁଆଁଇ ଦିଅ

No comments:

Post a Comment