Sunday, 29 March 2026

ଇନ୍ଦ୍ରିୟମାନଙ୍କ ସାଥିରେ ଯାତ୍ରା କରିକି

ଇନ୍ଦ୍ରିୟମାନଙ୍କ ସାଥିରେ ଯାତ୍ରା କରିକି ମୂଢ଼ ରାମ କି ବାଇଶି ପାହାଚ ଚଢ଼ିବ ଷଢ଼ ରିପୁ ବେଢି ଅଛନ୍ତି ଚାରି ପାଖରୁ ମୂଢ଼ ରାମ କି ଛନ୍ଦାପାଦ ଛୁଇଁ ପାରିବ

No comments:

Post a Comment