Sunday, 29 March 2026

ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ଭେଟ କିବା ହୋଇବ

ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ଭେଟ କିବା ହୋଇବ ଶ୍ରୀଗୋବିନ୍ଦ ଛନ୍ଦା ଚରଣ ମୋତେ ସାତ ସପନ ମୋର ଅଳ୍ପ ବୁଦ୍ଧି ଅଳ୍ପ ଜ୍ଞାନ ବହୁତ ଚେଷ୍ଟା କଲି ହେ ବ୍ରହ୍ମଦାରୁ ଇନ୍ଦ୍ରିୟକୁ ବୈକୁଣ୍ଠ ପଥ ଗୋପନ

No comments:

Post a Comment