Monday, 23 March 2026

ଯାହାକୁ ବାସୁଦେବ କରିଥାନ୍ତି କୃପା

ଯାହାକୁ ବାସୁଦେବ କରିଥାନ୍ତି କୃପା ତାହାକୁ ଲୋଡା ନାହିଁ ଜପା ଅଜପା ଯାହା ଶିରେ କମଳା ରଖିଥାନ୍ତି କର ତାହାକୁ ବ୍ରହ୍ମ ପଇତାରେ ହୁଏ ମପା

No comments:

Post a Comment