Friday, 27 March 2026

ଚକାଡୋଳାଙ୍କର ରୁପକୁ ବୋହିଲି ମୁଣ୍ଡରେ

ଚକାଡୋଳାଙ୍କର ରୁପକୁ ବୋହିଲି ମୁଣ୍ଡରେ ହରେ କୃଷ୍ଣ ହରେ ରାମକୁ ଭରିଲି ତୁଣ୍ଡରେ ହରି ନାମ ସଂକୀର୍ତ୍ତନ ମଦ ପାନ କରି ବାୟା ଛନ୍ଦା ପାଦ ଆଶାରେ ନାଚିଲି ମଝି ଦାଣ୍ଡରେ

No comments:

Post a Comment