Friday, 27 March 2026

ଜରାଜୀର୍ଣ୍ଣ ବ୍ୟାଧି ଆଚ୍ଛନ ପିତା ମାତା ସେବି ନାହିଁ

ଜରାଜୀର୍ଣ୍ଣ ବ୍ୟାଧି ଆଚ୍ଛନ ପିତା ମାତା ସେବି ନାହିଁ ସେବି ନାହିଁ ମୂଢ଼ ଅସହାୟ ରୋଗୀ ଶୋଷି ଭୋକି କରୁଣାସିନ୍ଧୁ ଜଗନ୍ନାଥ ବାତ୍ସଲ୍ୟ ଉଛୁଳା ମହାଲକ୍ଷ୍ମୀ ଲୋଭରେ କୃପା ପାଇଁକି ସିଂହଦ୍ୱାରେ ମରୁଛି ଭୁକି

No comments:

Post a Comment