Tuesday, 31 March 2026

କୃଷ୍ଣ ବ୍ରହ୍ମଦାରୁ ଅଧାଗଢାଙ୍କର କି ନାମ ଅଭାବ

କୃଷ୍ଣ ବ୍ରହ୍ମଦାରୁ ଅଧାଗଢାଙ୍କର କି ନାମ ଅଭାବ ଭକ୍ତ ଦାସ ହେ ଭାବଗ୍ରାହୀ ନାମ ଲିଭାଇ ଦିଅ ଚକାଡୋଳାରେ ମିଳାଇ ଆଖି ଥରେ ଦେଖନ୍ତି ଚିତ୍ତଚୋର ହେ ଏ ଦୀନଠାରେ ମାୟା ନ ବହ

No comments:

Post a Comment