Friday, 27 March 2026

ଗୋବିନ୍ଦ ନାମ କୀର୍ତ୍ତନ ସପ୍ତ ମହାସାଗର ସୁଧା

ଗୋବିନ୍ଦ ନାମ କୀର୍ତ୍ତନ ସପ୍ତ ମହାସାଗର ସୁଧା ରସିକ ପ୍ରେମିକ ଭାବୁକ ଭକ୍ତ ପାଏ ନାହିଁ କୂଳ ଗୋବିନ୍ଦ ରୂପ ସୀତା ଜୀବନ ଶ୍ରୀରାମ ଶୋଭା ପହଣ୍ଡି ବିଜୟ ଦୟାଣା ତୁଳସୀ ଚୁଳ ବେଡା

No comments:

Post a Comment