Friday, 27 March 2026

ଯାହାକୁ ତାହାକୁ ହୃଦୟ ଦେବୁ ପଛେ

ଯାହାକୁ ତାହାକୁ ହୃଦୟ ଦେବୁ ପଛେ ଯଶୋଦା କିଶୋର କୃଷ୍ଣଙ୍କୁ ଦେବୁ ନାହିଁ ଶ୍ରୀରାଧା ହୃଦୟ ଦେଇ ଝୁରି ଝୁରି ମଲା ନିରୋଳା ହେଲେ କାନ୍ଦୁଥିବୁ କଇଁ କଇଁ

No comments:

Post a Comment