Monday, 30 March 2026

ଜଗନ୍ନାଥ ହେ ତୁମର ହୃଦୟ ବୋଲି କିଛି ନାହିଁ

ଜଗନ୍ନାଥ ହେ ତୁମର ହୃଦୟ ବୋଲି କିଛି ନାହିଁ ନ ହେଲେ କି ନ ବୁଝନ୍ତ ଏହି ଦୁଃଖି ମନ କଥା ଅନ୍ତର ବେଦନା କେଡେ ଯତନେ ମୁହିଁ ବାଢେ ଗୋଟିଏ ନ ଘେନି କେଡେ ଦେଲ ମୁଣ୍ଡ ବଥା

No comments:

Post a Comment