A flower with 4 petals
Saturday, 6 June 2026
ହାତ ଗୋଡ଼ କି କାନ ତୁମ୍ଭ ନାହିଁ ହେ ଚକାଡୋଳା
ହାତ ଗୋଡ଼ କି କାନ ତୁମ୍ଭ ନାହିଁ ହେ ଚକାଡୋଳା କାହିଁ କେବେବି ଅଭାଵୀ ଭଳି ଆଦୌ ଦିଶନ୍ତି ନାହିଁ ସବୁ ଥାଇ ବି ମୁଁହି ସଦା ସର୍ବଦା ଭାଵରେ କାଙ୍ଗାଳ ଭେଟଲି ହେଲେ ପାଦ ସେବା କରି ପାରିଲି କାହିଁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment