Friday, 5 June 2026

କେଡେ ଓଜନିଆ ଢ଼ିଙ୍କି ସମାର ଉଦାର ପ୍ରହାର ଲାଗି

କେଡେ ଓଜନିଆ ଢ଼ିଙ୍କି ସମାର ଉଦାର ପ୍ରହାର ଲାଗି ଅରୁଆ ଉଷୁନା ଧାନ ବେନି ହୋଇଲେ ସଫା ଚାଉଳ ଗରୁଡ ପଛରେ ମୁହିଁ ପତିତ ଚାହିଁଛି ରୁକ୍ମଣୀ ହୃଦୟକୁ ଥରେ କମଳ ନୟନ ପତା ନ ଢ଼ାଳିଲେ ଲୋ ବଉଳ

No comments:

Post a Comment