Saturday, 6 June 2026

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ନାମ କୀର୍ତ୍ତନ ପୂର୍ଣ୍ଣ ବ୍ରହ୍ମ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ନାମ କୀର୍ତ୍ତନ ପୂର୍ଣ୍ଣ ବ୍ରହ୍ମ ଗୋବିନ୍ଦ ସାକ୍ଷୀ ଗୋପାଳ ଚକାଡୋଳା ସୁନ୍ଦର ରାମ ଗୋବିନ୍ଦ ରାଧା ପ୍ରାଣ ଭକ୍ତ ହୃଦୟ ଚନ୍ଦନ ଭକ୍ତ ହିତ ଗୋବିନ୍ଦ ସ୍ପର୍ଶରେ ବ୍ରହ୍ମାନନ୍ଦେ ଟାଙ୍କୁରି ଉଠେ ରୋମ

No comments:

Post a Comment