Friday, 5 June 2026

ନାରାୟଣ ଶବ୍ଦଟି ଚାରି ଅକ୍ଷର

ନାରାୟଣ ଶବ୍ଦଟି ଚାରି ଅକ୍ଷର ପ୍ରଶାନ୍ତି ନିଳୟ ଅମୃତର ସ୍ଵାକ୍ଷର ଧ୍ରୁବ ପ୍ରହଲ୍ଲାଦ ଜପିଣ ତରିଲେ ସର୍ବଦା ସମଦର୍ଶୀ କୃପା ଆକ୍ଷିର

No comments:

Post a Comment