Friday 9 August 2024

ମୁହିଁ ଗୋଟେ କାଚର ପାତ୍ର ମାଆ ଗୋ

ମୁହିଁ ଗୋଟେ କାଚର ପାତ୍ର ମାଆ ଗୋ ସ୍ପର୍ଶକଲେ ଲୋଭ ଇର୍ଷା ଯାଏ ମୁଁ ଭାଜି ବଜ୍ରଠୁଁ କଠିନ କରିଦେ ଦେହ ମା ଗୋ ଅଷ୍ଟ ଚକ୍ରରେ ବୁଲେ ମୁଁ ଖୋଜି ଖୋଜି

No comments:

Post a Comment